ବଜେଟ୍‌ ସ୍ବତନ୍ତ୍ର : ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ଟଙ୍କା

ଭୁବନେଶ୍ବର ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ ତଥା ଏକାମ୍ର ଯୋଜନା ପାଇଁ ୨ଶହ କୋଟି।
ମାଆ ସମଲେଶ୍ବରୀ ମନ୍ଦିର ବିକାଶ ଲାଗି ହୋଇଥିବା ସମଲେଇ ଯୋଜନା ପାଇଁ ୨ଶହ କୋଟି ଟଙ୍କା।
ଐତିହ୍ୟ ସ୍ଥଳୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ୮ କୋଟି ବିିନିଯୋଗ ହେବ।
ପ୍ଲାନେଟୋରିୟମ୍ ଓ ସଂଗ୍ରହାଳୟ ଉନ୍ନତିକରଣରେ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଆଞ୍ଚଳିକ ତଥା ଜିଲ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ପାଇଁ ୧୬ କୋଟି ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର