ଆର୍‌ଏସ୍‌ପି ସ୍ୱୀକୃତି ନିର୍ବାଚନ ଆଜି

ରାଉରକେଲା : ଆସନ୍ତାକାଲି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ୟୁନିଅନ ସ୍ୱୀକୃତି ନିର୍ବାଚନ। ରାଉରକେଲା ଇସ୍ପାତ କାରଖାନାର ୧୩ ହଜାର ୧୧୯ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ମନପସନ୍ଦର ଶ୍ରମିକ ସଂଗଠନକୁ ନିର୍ବାଚିତ କରିବେ। ଏଥିପାଇଁ ରାଉରକେଲା ସହରରେ ଶ୍ରମିକ ରାଜନୀତି ଚଳଚଞ୍ଚଳ। ଉଭୟ ମତଦାନ ଓ ଭୋଟ ଗଣତି ପାଇଁ ଉଭୟ ଆର୍‌ଏସ୍‌ପି ଭିତର ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର