ଭୁବନେଶ୍ବର: ବାଣୀବିହାର ହଷ୍ଟେଲରେ ଅଣଛାତ୍ର ରହିବା ପ୍ରସଙ୍ଗରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସୋମବାର ବାଣୀବିହାର ହଷ୍ଟେଲକୁ ଅଣଛାତ୍ର ମୁକ୍ତ କରାଯାଉଥିବା ବେଳେ ସେ କହିଛନ୍ତି ହଷ୍ଟେଲରୁ ଅଣଛାତ୍ର ବାହାରିବା ଦରକାର ।
ଅଣଛାତ୍ରଙ୍କ ପରି ଅନ୍ୟ କେତେକ ମଧ୍ୟ ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାସକ ଦଳର ସଦସ୍ୟ ଅଛନ୍ତି ।
ସେମାନଙ୍କୁ ବି ବାହାର କରିବା ଦରକାର ବୋଲି ଇପ୍ସିତା କହିଛନ୍ତି।
BJD | Ipsita Sahu
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/08/ruling-party-members-are-also-staying-in-banavihar-hostel-along-with-non-students-2025-09-08-16-49-33.jpg)