ପାରଳାଖେମୁଣ୍ଡି: ୩୬ ତମ ରାଷ୍ଟ୍ରୀୟ କ୍ରୀଡା ପ୍ରତିଯୋଗିତା ଗୁଜୁରାଟର ଗାନ୍ଧୀ ନଗରରେ ସୋମବାର ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ଆସନ୍ତା ମାସ ୬ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ପାରଳା ବାସିନ୍ଦା ତଥା ରାଜ୍ୟ କ୍ରୀଡା ନିର୍ଦ୍ଦେଶାଳୟର ଜଣାଶୁଣା ପ୍ରଶିକ୍ଷକ ରୂପାନ୍ବିତା ପଣ୍ଡାଙ୍କୁ ଟେକନିକାଲ ଅଧିକାରୀ ଭାବେ ନିର୍ଦ୍ଦେଶାଳୟ ସେଠାକୁ ପଠାଇଛନ୍ତି ।
ଶ୍ରୀମତି ପଣ୍ଡା ରାଜ୍ୟ କ୍ରୀଡା ନିର୍ଦ୍ଦେଶାଳୟର ଏକ ମାତ୍ର ମହିଳା ପ୍ରଶିକ୍ଷକ ଯାହାଙ୍କୁ ଏହି ମର୍ଯ୍ୟାଦା ଜନକ ଦାୟିତ୍ବ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/3-19.jpg)