ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ନିଷ୍ପତ୍ତି : ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

ଭୁବନେଶ୍ୱର : ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି । ବୁଧବାରଦିନ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏ ସଂପର୍କିତ ଏକ ପ୍ରସ୍ତାବକୁ ମଂଜୁର କରାଯାଇଛି । ନୂତନ ନିଯୁକ୍ତି ସୁପାରିସ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଇଛି ।

ସମ୍ବନ୍ଧିତ ଖବର