ସଚିନ ଯାଦବ ନୂଆ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଆଇଏଏସ୍‌ ଅଧିକାରୀ ସଚିନ ଆର. ଯାଦବ ନୂଆ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ସେ କୋରାପୁଟ ଓ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଭୁବନେଶ୍ୱରର ‘ସୁଡ଼ା’ର ଅତିରିକ୍ତ ଶାସନ ସଚିବ ଓ ରାଜ୍ୟ ପୌର ପ୍ରଶାସନ ନିର୍ଦେଶକ ଭାବେ କାର୍ଯ୍ୟ ସଂପାଦନା କରିଛନ୍ତିି।

ସମ୍ବନ୍ଧିତ ଖବର