ସାହିତ୍ୟ ଘର ମାସିକ ଆସର ନଭେମ୍ବର ୨୫ରେ

ଭୁବନେଶ୍ୱର : ପ୍ରତିବର୍ଷ ନଭେମ୍ବର ୨୫ ତାରିଖଟିକୁ ବିଶ୍ୱବ୍ୟାପୀ ‘ମହିଳାଙ୍କ ବିରୋଧରେ ହିଂସା ମୂଳୋତ୍ପାଟନ ଦିବସ’ ଭାବେ ପାଳନ କରାଯାଏ। ସମ୍ବାଦ ସାହିତ୍ୟ ଘରର ଶାଖାଗୁଡ଼ିକ ଏହି ଅବସରରେ ଆଲୋଚନା ସଭା କିମ୍ବା କବିତା ପାଠୋତ୍ସବ କରିପାରିବେ। ଯେଉଁ ଶାଖାଗୁଡ଼ିକ ନଭେମ୍ବର ମାସର ମାସିକ ବୈଠକ କରିନାହାନ୍ତି ସେମାନେ ଏହି ଅବସରରେ ତାହା ମଧ୍ୟ କରାଇନେବାକୁ ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର