ମାଟ୍ରିକ୍ ପରୀକ୍ଷା ଫଳ ଇଣ୍ଟରନେଟ୍ରେ ପ୍ରକାଶ ପାଇବ। ତେବେ ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନ ଥିବାରୁ ଫଳ ଜାଣିବାରେ ସମସ୍ୟା ଦେଖାଦେଇପାରେ। ଏହାକୁ ଦୃଷ୍ଟିରେ ରଖି KMBB Science Higher Secondary School ସହଯୋଗରେ ‘ସମ୍ବାଦ’ ପରିବାର ପକ୍ଷରୁ Helpline ବ୍ୟବସ୍ଥା କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ନିମ୍ନଲିଖିତ ମୋବାଇଲ୍ ନମ୍ବରରେ ଯୋଗାଯୋଗ କରି ଫଳାଫଳ ଜାଣିପାରିବେ।
‘ସମ୍ବାଦ’ ପରିବାରର ହେଲ୍ପ ଲାଇନ୍
/sambad/media/post_attachments/wp-content/uploads/2023/05/65g4j65gd465gj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)