‘ସମ୍ବାଦ’ ପକ୍ଷରୁ ମେଧାବୀ ସମ୍ବର୍ଦ୍ଧନା ୧୭ରେ

ସମ୍ବର୍ଦ୍ଧିତ ହେବେ ଯୁକ୍ତ୨ କଳା ଓ ବାଣିଜ୍ୟର ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀ

ଭୁବନେଶ୍ବର : ପ୍ରତିବର୍ଷ ପରି ଏଥର ମଧ୍ୟ ‘ସମ୍ବାଦ’ ପକ୍ଷରୁ ଯୁକ୍ତ୨ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ଗତ ଜୁନ୍‌ ୧୯ ତାରିଖରେ ବିଜ୍ଞାନ ବିଭାଗରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଜୁଲାଇ ୧୭ରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ‌ରେ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। କଳା ବିଭାଗର ଶ୍ରେଷ୍ଠ ଶହେ(୫୦୧ରୁ ୬୦୦ ମଧ୍ୟରେ ମାର୍କ ରଖିଥିବା) ଓ ବାଣିଜ୍ୟ ବିଭାଗର ଶ୍ରେଷ୍ଠ ଶହେ(୫୨୭ରୁ ୬୦୦ ମଧ୍ୟରେ ମାର୍କ ରଖିଥିବା) ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି। ମେଧାବୀ ଛାତ୍ରଛାତ୍ରୀମାନେ ନିମ୍ନରେ ଦିଆଯାଇଥିବା ନମ୍ବରରେ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧିମାନଙ୍କୁ ଯୋଗାଯୋଗ କରି ନାମ ପଞ୍ଜୀକରଣ କରିପାରିବେ।

ପ୍ରତିନିଧିଙ୍କ ଯୋଗଯୋଗ ନମ୍ବର ହେଲା:
କେଶବ ପାଣି, ଭୁବନେଶ୍ବର(୯୪୩୭୦୩୦୮୫୬), ଲମ୍ବୋଦର ପ୍ରସାଦ ଦାଶ, ଖୋର୍ଧା (୯୪୩୭୧୩୯୮୯୨), ଗଦାଧର ପଣ୍ଡା, ପୁରୀ(୯୪୩୮୨୭୪୧୨୨), ରିତେନ୍ଦ୍ର ଛାଟୋଇ, ନୟାଗଡ଼(୭୦୦୮୫୩୨୬୨୨), ସିମନ୍ତିକା ନନ୍ଦ, କଟକ(୯୪୩୭୧୭୫୩୬୦), ସନ୍ଦୀପ କୁମାର ଲେଙ୍କା, ଜଗତ୍‌ସିଂହପୁର (୯୬୫୮୦୩୩୧୩୬), ଭୈରବ ବ୍ରହ୍ମା, କେନ୍ଦ୍ରାପଡ଼ା (୯୪୩୭୨୪୩୮୨୮), ସଂଗ୍ରାମ ସିଂହ, ଯାଜପୁର (୯୪୩୭୧୯୭୨୧୧/ ୭୦୦୮୪୧୧୨୦୧), ସୁବ୍ରତ ସ୍ବାଇଁ, କେନ୍ଦୁଝର(୯୪୩୯୯୫୫୮୬୨), ରତ୍ନାକର ଭୋଇ, ଅନୁଗୁଳ (୯୪୩୭୪୦୨୭୧୫), ପ୍ରସନ୍ନ କୁମାର ପଟ୍ଟନାୟକ, ଢେଙ୍କାନାଳ (୯୪୩୭୨୯୧୮୯୧), ପ୍ରଦୀପ କୁମାର ପାଢ଼ୀ, ନବରଙ୍ଗପୁର (୯୪୩୮୦୪୩୨୩୮), ନବୀନ ଚନ୍ଦ୍ର ସାହୁ, ରାୟଗଡ଼ା (୯୪୩୯୮୫୧୬୦୭), ପତିତପାବନ ସାହୁ, କୋରାପୁଟ (୯୮୬୧୧୩୩୧୮୧), ପ୍ରେମେନ୍ଦ୍ର ପରିଚ୍ଛା, ମାଲକାନଗିରି (୯୪୩୭୭୯୦୫୫୧), ମନୋଜ କୁମାର ରାଉଳ, ବାଲେଶ୍ବର (୯୪୩୮୨୬୭୯୧୯), ହରିହର ନାୟକ, ଭଦ୍ରକ (୯୪୩୭୪୬୭୪୧୯), ରାଜକିଶୋର ଦାଶ, ମୟୂରଭଞ୍ଜ (୯୪୩୮୮୬୨୨୧୬), ଅସୀମ ମହାପାତ୍ର, ରାଇରଙ୍ଗପୁର (୯୪୩୯୪୫୨୧୮୮), ଡମ୍ବରୁଧର ନାୟକ, ସୁନ୍ଦରଗଡ଼ (୯୯୩୭୬୮୭୧୦୩), ମଳୟ ରଞ୍ଜନ ସାହୁ, ରାଉରକେଲା (୮୮୯୫୦୯୩୯୨୦), ପ୍ରଦୀପ କିଶୋର ସାହୁ, ଗଞ୍ଜାମ (୯୪୩୭୬୩୩୫୯୫), ତ୍ରିନାଥ ଖାଡ଼ଙ୍ଗା, ଗଜପତି (୯୪୩୭୨୦୭୦୭୭), ଜ୍ଞାନଚନ୍ଦ୍ର ଜଗନ୍ନାଥ, ଭଞ୍ଜନଗର (୯୪୩୭୯୫୧୭୩୭), ବଟକୃଷ୍ଣ ବିହାରୀ, କନ୍ଧମାଳ(୯୪୩୭୩୭୯୨୨୦), ଜ୍ଞାନରଞ୍ଜନ ମିଶ୍ର, ସମ୍ବଲପୁର (୯୪୩୮୩୮୨୫୨୭), ପ୍ରଶାନ୍ତ ମିଶ୍ର, ଝାରସୁଗୁଡ଼ା(୯୪୩୭୯୩୩୦୬୬), ରତନ ପଟ୍ଟନାୟକ, ସୁବର୍ଣ୍ଣପୁର (୯୪୩୭୩୪୭୧୨୮), ଅଞ୍ଜନ କୁମାର ପ୍ରଧାନ, ବରଗଡ଼ (୯୮୫୩୪୭୩୪୭୧), ବିଶ୍ବଜିତ୍‌ ଦାଶ, ବଲାଙ୍ଗିର(୯୪୩୭୫୧୫୮୬୩), ଶକ୍ତି ସୌରଭ ନନ୍ଦ, ଦେବଗଡ଼ (୯୪୩୮୩୮୩୬୫୬), ଦେବେନ୍ଦ୍ର ବିଶି, କଳାହାଣ୍ଡି(୯୯୩୭୦୭୪୭୦୩), ସନ୍ତୋଷ କୁମାର ସିଂଦେଓ, ବୌଦ୍ଧ(୯୪୩୯୪୨୩୪୪୫) ଓ ଅଶ୍ବିନୀ କୁମାର ପାଣିଗ୍ରାହୀ, ନୂଆପଡ଼ା(୯୯୩୭୯୧୬୪୭୦)।

ସମ୍ବନ୍ଧିତ ଖବର