କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

Advertisment

୧. ରେଢ଼ାଖୋଲ- ୧୪ ପ୍ରଦୀପ ପ୍ରଧାନ, ନିର୍ଦ୍ବନ୍ଦ୍ବ, ବିଜେଡି
୨. ରେଙ୍ଗାଲି -୧୬ ସତ୍ୟନାରାୟଣ ଅଗ୍ରୱାଲ, ୧୦, ବିଜେଡି
୩. ବାମରା -୧୭ ପିଙ୍କି ଧୁରୁଆ, ୯, ବିଜେପି
୪. ମାନେଶ୍ବର- ୧୨ ରୁକ୍ମଣୀ ମହାନନ୍ଦ, ୭, ବିଜେପି
୫. ଯୁଯୁମୁରା -୧୮ ମମତା ନାଏକ, ୧୨, ବିଜେଡି
୬. ଧନକଉଡ଼ା- ୯ ପୁଷ୍ପାଞ୍ଜଳି ବେହେରା, ନିର୍ଦ୍ବନ୍ଦ୍ବ, ବିଜେଡି
୭. ନାକଟିଦେଉଳ -୧୪ ସ୍ବରୂପାରାଣୀ ସାହୁ, ୧୦, ବିଜେଡି
୮. ଜମନକିରା -୨୧ ଆଶ୍ରିତା ଭୋଇ, ୧୩, ବିଜେଡି
୯. କୁଚିଣ୍ଡା -୧୭ ଭୁବନେଶ୍ବର କିଷାନ, ନିର୍ଦ୍ବନ୍ଦ୍ବ, ବିଜେଡି