ସମ୍ବଲପୁର: କରୋନା କାରଣରୁ ୨ ବର୍ଷର ବ୍ୟବଧାନ ପରେ ପୁଣିଥରେ ସମ୍ବଲପୁରର ସୁସ୍ବାଦୁ ଆମ୍ବ ଦିଲ୍ଲୀ ଯାଇଛି। କୁଚିଣ୍ଡା ବ୍ଲକ୍ ଟାଇଁସର ପଞ୍ଚାୟତର ପାର୍ବତୀ ଆମ୍ବ ଉତ୍ପାଦକ ଗୋଷ୍ଠୀର ସଦସ୍ୟ ମାନେ ଅମଳ କରିଥିବା ଆମ୍ବର ଗ୍ରେଡିଂ ଓ ପ୍ୟାକେଜିଂ କରିଥିଲେ। ଏହାପରେ ୧୭.୦୮ କୁଇଣ୍ଟାଲ୍ ଆମ୍ବ ଟ୍ରେନ୍ ଯୋଗେ ଦିଲ୍ଲୀର ମଦର ଡେଇରିକୁ ପଠାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ମିସନ୍ ଶକ୍ତି ଓ ଓର୍ମାସ ଏହି ଆମ୍ବ ରପ୍ତାନି ପାଇଁ ବ୍ୟବସ୍ଥା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/19-4.jpg)