ସମ୍ବଲପୁର: ବିଜେଡି ୧୬ ଓ ବିଜେପି ୨ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି  ୯ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୭ଟି ଜୋନରେ ଜିତିଥିବା ବେଳେ ବିଜେପି ଦୁଇଟି ଆସନ ଜିତିଥିବା ଜଣାଯାଇଛି। ସମ୍ବଲପୁର ଜିଲ୍ଲା ପରିଷଦ ଦ୍ବିତୀୟ ପର୍ଯ୍ୟାୟ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ଏଯାଏ ବିଜେଡି ୧୬ଟି ଓ ବିଜେପି ୨ଟି ଆସନ ହାତେଇଛି। ଏଠାରେ ରେଢ଼ାଖୋଲ ଓ କୁଚିଣ୍ଡାରେ ବିଜେଡି ବିଧାୟକ ଥାଇ ବି ସେଠାରେ ୨ଟି ଜିଲ୍ଲା ପରିଷଦ ଆସନ ହାତେଇଛି ବିଜେପି।

ସମ୍ବଲପୁର ଜିଲ୍ଲାର ଜିଲ୍ଲା ପରିଷଦ ଚୂଡ଼ାନ୍ତ ଫଳାଫଳ ନିମ୍ନରୁ ଜାଣନ୍ତୁ:

୧) ଜିଲ୍ଲା: ସମ୍ବଲପୁର

ବ୍ଲକ୍‌: ଜମନକିରା, ଜୋନ୍‌-୨

ନିର୍ବାଚନମଣ୍ଡଳୀ: କୁଚିଣ୍ଡା

ବିଜେଡି- ତନୟା ଧୁରୁଆ: ୧୪୪୮୧

ବିଜେପି- ସବିତା ଦେଇ: ୧୨୩୧୧

କଂଗ୍ରେସ- ବେନେଦିକ୍ତା ଟପ୍ପୋ: ୨୧୨୬

ବିଜେଡି ପ୍ରାର୍ଥୀ ତନୟା ଧୁରୁଆ ୨୧୭୦ ଭୋଟ୍‌ରେ ବିଜୟୀ

 

୨) ଜିଲ୍ଲା: ସମ୍ବଲପୁର

ବ୍ଲକ୍‌: ମାନେଶ୍ବର, ଜୋନ୍‌-୨

ନିର୍ବାଚନମଣ୍ଡଳୀ: ରେଢ଼ାଖୋଲ

 

ବିଜେଡି- ଗୀତାଞ୍ଜଳି ପାଣ୍ଡେ: ୧୦୯୦୯

ବିଜେପି- ଅହଲ୍ୟା ସେଠ: ୬୯୫୭

କଂଗ୍ରେସ- ସୁଜାତା ବାଦି:୫୪୧

ବିଏସ୍‌ପି- ଜ୍ୟୋତି ଦୀପ: ୧୪୫୨

ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ପାଣ୍ଡେ ୩୯୫୨ ଭୋଟ୍‌ରେ ବିଜୟୀ

 

୩) ଜିଲ୍ଲା: ସମ୍ବଲପୁର

ବ୍ଲକ୍‌:ରେଙ୍ଗାଲି, ଜୋନ୍‌-୨

ନିର୍ବାଚନମଣ୍ଡଳୀ: ରେଙ୍ଗାଲି

 

ବିଜେଡି- ଦେ’ ନାରାୟଣ ତିଵାରୀ: ୧୪୫୨୬

ବିଜେପି- ରାଧେଶ୍ୟାମ ବାରିକ: ୫୭୬୬

କଂଗ୍ରେସ- ସରୋଜ ପୂଜାରୀ: ୧୫୪୯

ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାଧେଶ୍ୟାମଙ୍କୁ ୮୭୬୦ ଭୋଟ୍‌ରେ ହରାଇଲେ ବିଜେଡି ପ୍ରାର୍ଥୀ ଦେ’ ନାରାୟଣ ତିଵାରୀ

 

୪) ଜିଲ୍ଲା: ସମ୍ବଲପୁର

ବ୍ଲକ୍‌: କୁଚିଣ୍ଡା, ଜୋନ୍‌-୨

ନିର୍ବାଚନମଣ୍ଡଳୀ: କୁଚିଣ୍ଡା

 

ବିଜେଡି- ପୂର୍ଣ୍ଣ ଚନ୍ଦ୍ର କିସାନ: ୯୮୦୩

ବିଜେପି- ଦିବ୍ୟ ରାଜ କିସାନ: ୧୨୨୧୫

କଂଗ୍ରେସ- ରାମଚନ୍ଦ୍ର କିସାନ- ୧୨୪୭

ବିଜେପି ପ୍ରାର୍ଥୀ ଦିବ୍ୟ ରାଜ କିସାନ ୨୪୧୨ ଭୋଟ୍‌ରେ ବିଜୟୀ

 

୫) ଜିଲ୍ଲା: ସମ୍ବଲପୁର

ବ୍ଲକ୍: ନାକଟିଦେଉଳ, ଜୋନ୍-୨

ନିର୍ବାଚନମଣ୍ଡଳୀ:ରେଢ଼ାଖୋଲ

 

ବିଜେଡି- ଟିକେଶ୍ବରୀ ମେହେର-୧୧୯୧୪

ବିଜେପି- ଲୋଚନା ଗଡତିଆ-୭୦୦୨

କଂଗ୍ରେସ-ସୁନନ୍ଦା ପ୍ରଧାନ-୨୧୪୮

ବିଜେଡି ପ୍ରାର୍ଥୀ ଟିକେଶ୍ବରୀ ମେହେର ୪୯୧୨ ଭୋଟରେ ବିଜୟୀ

 

୬) ଜିଲ୍ଲା: ସମ୍ବଲପୁର

ବ୍ଲକ୍:ରେଢ଼ଖୋଲ, ଜୋନ୍-୨

ନିର୍ବାଚନମଣ୍ଡଳୀ: ରେଢ଼ାଖୋଲ

 

ବିଜେଡି- ବିଶ୍ବରଞ୍ଜନ ପ୍ରଧାନ-୭୧୭୧

ବିଜେପି- ଶରତ କୁମାର ପ୍ରଧାନ-୮୭୨୬

କଂଗ୍ରେସ- ଅନ୍ତର୍ଯ୍ୟାମୀ ପ୍ରଧାନ-୮୧୪

ବିଜେପି ପ୍ରାର୍ଥୀ ଶରତ କୁମାର ପ୍ରଧାନ ୧୫୫୫ ଭୋଟରେ ବିଜୟୀ

 

୭) ଜିଲ୍ଲା: ସମ୍ବଲପୁର

ବ୍ଲକ୍‌: ଯୁଯୁମୁରା, ଜୋନ୍‌-୨

ନିର୍ବାଚନମଣ୍ଡଳୀ: ରେଢ଼ାଖୋଲ

 

ବିଜେଡି- ମାଧବ ମିର୍ଦ୍ଧା:୧୧୮୨୪

ବିଜେପି- କୈଳାସ ବାଗ: ୭୧୩୪

କଂଗ୍ରେସ- ଅନିଲ କୁମାର ମିର୍ଦ୍ଧା: ୩୭୮୨

ବିଜେଡିର ମାଧବ ମିର୍ଦ୍ଧା ୪୬୯୦ ଭୋଟ୍‌ରେ ବିଜୟୀ ହୋଇଛନ୍ତି

 

୮) ଜିଲ୍ଲା: ସମ୍ବଲପୁର

ବ୍ଲକ୍‌: ବାମରା, ଜୋନ୍‌-୨

ନିର୍ବାଚନମଣ୍ଡଳୀ: କୁଚିଣ୍ଡା

 

ବିଜେଡି- କୁମୁଦିନୀ ନାୟକ:୧୪୨୬୭

ବିଜେପି- ସୁନୀଲ କୁମାର ଦାସ:୭୧୩୮

କଂଗ୍ରେସ- ରମେଶ ଚନ୍ଦ୍ର ଚୌଧୁରୀ:୫୯୦୫

ବିଜେଡି ପ୍ରାର୍ଥୀ କୁମୁଦିନୀ ନାୟକ ୭୧୨୯ ଭୋଟରେ ବିଜୟୀ

୯) ଜିଲ୍ଲା: ସମ୍ବଲପୁର

ବ୍ଲକ୍‌: ଧନକଉଡ଼ା, ଜୋନ୍‌-୨

ନିର୍ବାଚନମଣ୍ଡଳୀ: ରେଙ୍ଗାଲି

ରାଉଣ୍ଡ-ଫାଇନାଲ୍‌

ବିଜେଡି- ସୁଦର୍ଶନ ହରିପାଲ: ୮୫୫୧

ବିଜେପି- ଲିଲିଶ୍ରୀ ସରଭାଙ୍ଗିଆ: ୪୧୯୧

କଂଗ୍ରେସ- କୃଷ୍ଣରାଣୀ ବେହେରା: ୬୨୪

ବିଜୟୀ: ବିଜେଡି

ବିଜେଡିର ସୁଦର୍ଶନ ହରିପାଲ ୪୩୬୦ ଭୋଟ୍‌ରେ ବିଜୟୀ

ସମ୍ବନ୍ଧିତ ଖବର