ବିଜେପୁରରେ ବିଜେପିର ସନତ ଗଡ଼ତିଆ

ଭୁବନେଶ୍ବର : ବିଜେପୁର ପାଇଁ ବିଜେପି ଆଜି ବିଳମ୍ବିତ ରାତିରେ ଏହାର ପ୍ରାର୍ଥୀ ଘୋଷଣା କରିଛି। ସନତ ଗଡ଼ତିଆ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବେ। ଏହାପୂର୍ବରୁ ଆଜି ସକାଳେ ବିଜେପି ଓଡ଼ିଶାର ୨ଟି ଲୋକସଭା ଏବଂ ୧୦ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ସୂଚନାଯୋଗ୍ୟ, ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର