ବିନିକା: ଗତ ସୋମବାର ସୋନପୁର-ବିନିକା-ବରପାଲି ମୁଖ୍ୟ ରାସ୍ତା ଦେଇ ସମ୍ବଲପୁର ଯାଉଥିବା ଏକ ବାଲିବୋଝେଇ ଡମ୍ପର (ଓଡି-୧୫ୟୁ-୪୫୮୩)କୁ ବିନିକା ଥାନା ଫୁଲମୁଠି ଛକରେ ବିନିକା ତହସିଲଦାର କାଗଜପତ୍ର ଠିକ୍ ନ ଥିବାରୁ ଜବତ କରି ଥାନାରେ ଅଟକ ରଖିଥିଲେ।
ଟ୍ରକ୍ଟିର ଵାଇ ଫର୍ମ ଟିଟିଲାଗଡ଼ରୁ ସମ୍ବଲପୁର ଥିଲାବେଳେ ଏହା ସୋନପୁରରୁ ସମ୍ବଲପୁର ଯାଉଥିଲା। ଫଳରେ ବୁଧବାର ସେହି ଟ୍ରକରୁ ୧ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/23-4.jpg)