ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ହେଲେ ସନ୍ଦୀପ ତିୱାରୀ।
ଡିଜିଏମ୍ ଅପରେସନ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ତିୱାରୀଙ୍କର ଝାରସୁଗୁଡ଼ାକୁ ଗତ ୧୩ ତାରିଖରେ ବଦଳି ହୋଇଥିବା ବେଳେ ଶନିବାର ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବ ନିର୍ଦ୍ଦେଶକ ପବନ କୁମାର ଜ୍ୟୋତିଷ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/6.jpg)