ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ପଦବିକୁ ପଦୋନ୍ନତି

ଭୁବନେଶ୍ବର : ଆଇଜି ପଦବିରେ କାର୍ଯ୍ୟରତ ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ଅତିରିକ୍ତ ମହାନିର୍ଦେଶକ(ଏଡିଜି) ପଦବିକୁ ପଦୋନ୍ନତି ଦିଆଯାଇଛି। ବର୍ତମାନ ସେ ପରିବହନ କମିସନର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଅନ୍ୟତ୍ର ବଦଳି କରାଯାଇନାହିଁ। ତେବେ ଏହା ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହେବ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର