ଭୁବନେଶ୍ବର: ଆଜିମାଘମାସଶୁକ୍ଳପକ୍ଷପଞ୍ଚମୀତିଥିଧରାପୃଷ୍ଠରେବିରାଜିଲେବିଦ୍ୟାଦାତ୍ରୀମାସରସ୍ବତୀଏଥିପାଇଁପୂରାରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେସରସ୍ବତୀ ପୂଜା ଆୟୋଜିତ ହୋଇଛିକରୋନାରତୃତୀୟଲହରଦ୍ରୁତଗତିରେକମୁଥିବାବେଳେଶିକ୍ଷାନୁଷ୍ଠାନଗୁଡ଼ିକରେସୀମିତପିଲାଙ୍କୁନେଇମାଙ୍କପୂଜାର୍ଚ୍ଚନାକରିବାକୁଅନୁମତିମିଳିଥିବାରୁଛାତ୍ରଛାତ୍ରୀଙ୍କମଧ୍ୟରେପ୍ରବଳଉତ୍ସାହଦେଖାଦେଇଥିଲାଏହାଛଡ଼ା ଅନ୍ୟ କେତେକ ଅନୁଷ୍ଠାନରେ ବି ସରସ୍ବତୀ ପୂଜା ହୋଇଛି। ଖାଲି ସେତିକି ନୁହେଁ, ଘରେଘରେ ବି ବିଦ୍ୟାଦାତ୍ରୀମାସରସ୍ବତୀଙ୍କ ପୂଜାର୍ଚ୍ଚନା କରାଯାଇଛି।

Advertisment

ସୂଚନାଯୋଗ୍ୟ, ଶୁକ୍ରବାରଦିନ ରାଜଧାନୀରେପୂଜାବଜାରଚଳଚଞ୍ଚଳହୋଇଉଠିଥିଲା।ୟୁନିଟ୍‌-ହାଟଠାରୁଆରମ୍ଭକରିୟୁନିଟ୍‌-ମାର୍କେଟ୍ବିଲ୍ଡିଂ, ଜନପଥରେଥିବାବିଭିନ୍ନଡ୍ରେସ୍ସୋରୁମ୍‌‌, ଭୋଗପୂଜାସାମଗ୍ରୀଦୋକାନ, ଫଳଦୋକାନରେପ୍ରବଳଭିଡ଼ହୋଇଥିବାପରିଲକ୍ଷିତହୋଇଥିଲା।ମାର୍କେଟ୍ବିଲ୍ଡିଂରେଅବସ୍ଥାପୂରାଅସମ୍ଭାଳହୋଇଯାଇଥିଲା।କିଣାକିଣିପାଇଁଆସିଥିବାଲୋକମାନେକରୋନାଗାଇଡ୍ଲାଇନ୍କୁଫୁକରିଉଡ଼ାଇଦେଇଥିଲେ।ସାମାଜିକଦୂରତାଦୂରରକଥା, ଅଧାରୁଅଧିକଲୋକଙ୍କମୁହଁରେମାସ୍କବିନଥିଲା।ଅପରପକ୍ଷେକରୋନାଯୋଗୁଁପୂଜାକୁନେଇଅନିଶ୍ଚିତତାଥିବାରୁଏଥରବଜାରକୁବଡ଼ମୂର୍ତ୍ତିଆସିପାରିନଥିଲାକାରିଗରମାନେବେପାରହେବାଆଶଙ୍କାରେଛୋଟମୂର୍ତ୍ତିତିଆରିକରିଥିଲେ।ତେବେ ଗତରାତିସୁଦ୍ଧାସବୁମୂର୍ତ୍ତିଦୋକାନଖାଲିହୋଇଯାଇଥିଲା।