ଭୁବନେଶ୍ବର : ଗତକାଲି ରାତିରେ ‘ସମ୍ବାଦ’ କର୍ମଚାରୀ ସରୋଜିନୀ ନାୟକଙ୍କ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ଅସୁସ୍ଥତା କାରଣରୁ ସେ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ। ତାଙ୍କୁ ୫୬ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ବାମୀ ନିରଂଜନ ସ୍ବାଇଁ ଏବଂ ପୁଅ ନିହାର ରଂଜନ ଉପସ୍ଥିତ ଥିଲେ। ସୋମବାର ଦିନ ପୁରୀ ଜିଲ୍ଲା ନିମାପଡ଼ାର କଣ୍ଟିଆ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ମୁଖାଗ୍ନି ଦେଇଥିଲେ।
ସରୋଜିନୀ ନାୟକଙ୍କ ପରଲୋକ
/sambad/media/post_attachments/wp-content/uploads/2023/02/sarojini.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)