ଭୁବନେଶ୍ବର : କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଛନ୍ତି। ସୋମବାର ଶ୍ରୀ ବେହେରାଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବା ପରେ ଦଳ ପକ୍ଷରୁ ପ୍ରେସ ଇସ୍ତାହାର ଜରିଆରେ ଜଣାଇଦିଆଯାଇଛି। ୨୦୧୪ରେ ଶ୍ରୀ ବେହେରା ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ଏଥରକ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ଜୟଦେବ ବିଧାନସଭା ପାଇଁ ପ୍ରାର୍ଥୀ କରିଥିବାରୁ ଶ୍ରୀ ବେହେରାଙ୍କୁ କେନ୍ଦ୍ରାପଡ଼ା ପାଇଁ ବିଜେଡି ମୁଖିଆ ବାଛିଛନ୍ତି।
ଶଶିଭୂଷଣ ବେହେରା ହେଲେ କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ
/sambad/media/post_attachments/wp-content/uploads/2019/04/Sashi_Bhusan_Behera.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)