ଭୁବନେଶ୍ବର : ସମବାୟ ବିଭାଗରେ ଖୋଲିଥିବା ‘କାଳିଆ’ ଯୋଜନା ସେଲ୍ର ଓଏସ୍ଡି ଭାବେ ୭ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ କରିଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ପାଇଥିବା ୭ଜଣ ଓଏଏସ୍ ଅଧିକାରୀ ହେଉଛନ୍ତିି ପ୍ରଫୁଲ୍ଲ କୁମାର ସ୍ବାଇଁ, ସଞ୍ଜୀବିତା ରାୟ, କୈଳାସ ଚନ୍ଦ୍ର ଦାସ, ଦିଲ୍ଲୀପ କୁମାର ମହାପାତ୍ର, ସୋନିଆ ବେହେରା, ଜ୍ୟୋତିଶଙ୍କର ମହାପାତ୍ର ଓ ସୁସ୍ମିତା ବେହେରା।
କାଳିଆ ସେଲରେ ୭ଜଣ ଓଏଏସ୍ ଓଏସ୍ଡି ନିଯୁକ୍ତି
/sambad/media/post_attachments/wp-content/uploads/2019/01/kalia-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)