୬ରେ ଏସ୍‌ବିଆଇ, ଏଲ୍‌ଆଇସି କାର୍ଯ୍ୟାଳୟ‌ ଘେରିବ କଂଗ୍ରେସ

ଭୁବନେଶ୍ବର : ଆଦାମୀ ଗ୍ରୁପ୍‌ର ଠକେଇ ବିରୋଧରେ ୬ତାରିଖରେ ରାଜ୍ୟବ୍ୟାପୀ ଷ୍ଟେଟ୍‌ ବ୍ୟାକ୍ତ ଇଣ୍ଡିଆ (ଏସ୍‌ବିଆଇ) ଓ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ସବୁ ସଦର ମହକୁମାର ଏସ୍‌ବିଆଇ ଓ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ବିକ୍ଷୋଭକୁ ସଫଳ ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ପିସିସି ଗଣମାଧ୍ୟମ ସେଲ ଅଧ୍ୟକ୍ଷ ଗଣେଶ୍ବର ‌ବେହେରା।

ସମ୍ବନ୍ଧିତ ଖବର