ଲଗାଣ ବର୍ଷାରେ ଭାଙ୍ଗିଲା ସ୍କୁଲ ପାଚେରି

ପାଟଣା: ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ କେନ୍ଦେଇପଶି ପଞ୍ଚାୟତ ସିଲିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି ଭାଙ୍ଗିଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ନାୟକ, ପରିଚାଳନା କମିଟି ସଭାପତି ପୁରୁଷୋତ୍ତମ ପରିଡ଼ା ଏନେଇ  ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ତୁରନ୍ତ ପାଚେରି ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର