୨୮ରୁ ଖୋଲିବ ସ୍ବତନ୍ତ୍ର ବିଦ୍ୟାଳୟ

ଭୁବନେଶ୍ବର : ଏବେ ଖୋଲିବନି ସ୍ବତନ୍ତ୍ର ତଥା ଦିବ୍ୟାଙ୍ଗ ବିଦ୍ୟାଳୟର ପ୍ରଥମରୁ ୭ମ ଶ୍ରେଣୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୧୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭାଗୀୟ ଉପ ସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ ଗତକାଲି ସ୍ବତନ୍ତ୍ର ବିଦ୍ୟାଳୟ ଥିବା ୨୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ୧୪ ବଦଳରେ ୨୮ ତାରିଖରୁ ପ୍ରଥମରୁ ୭ମ ଶ୍ରେଣୀ ଖୋଲିବା ସହ ପିଲାଙ୍କ ପାଠପଢ଼ା କରାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର