ଭୁବନେଶ୍ବର: ଆଗାମୀ ଜୁନ ୧୭ ତାରିଖରେ ସ୍କୁଲ୍ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିତି ଅନୁଧ୍ୟାନ ପରେ ଜୁଲାଇରେ ଏନେଇ ନିଷ୍ପତ୍ତି ନିଆଯିବ।
ଜୁନ ୧୭ରେ ସ୍କୁଲ୍ ଖୋଲିବ ନାହିଁ, ଜୁଲାଇରେ ନିଷ୍ପତ୍ତି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
/sambad/media/post_attachments/wp-content/uploads/2020/05/school-0disha-bytes.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)