ସମ୍ବଲପୁର : ମାନେଶ୍ବର ପାଖ ରାସନପୁର ନିବାସୀ ଜଗନ୍ନାଥ ଦୀକ୍ଷିତ ନୂଆ ଇ-ସ୍କୁଟିରେ ଆପେ ଆପେ ନିଆଁ ଲାଗି ପୋଡ଼ିଯାଇଛି। ଶ୍ରୀ ଦୀକ୍ଷିତ ଗତ ବର୍ଷ ୨୫ ଫେବ୍ରୁଆରିରେ ଏହି ସ୍କୁଟି କିଣିଥିଲେ। ନିଜ ଘର ସମ୍ମୁଖରେ ସ୍କୁଟିକୁ ରଖିଥିବା ବେଳେ ସମ୍ଭବତଃ ସଟ୍ସର୍କିଟ ଯୋଗୁ ସେଥିରେ ନୂଆଁ ଲାଗିଯାଇଥିଲା। ପ୍ରଥମେ ଧୂଆଁ ବାହାରିଥିବା ବେଳେ ଦେଖୁ ଦେଖୁ ତାହା ଜଳି ଯାଇଥିଲା।
ଜଳିଗଲା ସ୍କୁଟି
/sambad/media/post_attachments/wp-content/uploads/2023/03/scooty.jpg)