ବରଗଡ଼: ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଥାନାରେ ଅଟକ

Advertisment
ବରଗଡ଼: ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଥାନାରେ ଅଟକ

ବରଗଡ଼: ବରଗଡ଼ ଜିରା ନଦୀ ପୋଲ ଭୁଷୁଡିବା ଘଟଣାରେ ପୁଲିସ ସହକାରୀ ଯନ୍ତ୍ରୀ କମଳକାନ୍ତ ତରିଆ ଓ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ରଙ୍କୁ ଭେଡେନ୍‌ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷେ ଏହି ପୋଲ ଭୁଶୁଡ଼ିବା ପ୍ରତବାଦରେ ସ୍ଥାନୀୟଲୋକଙ୍କ ସହିତ ବିଜେପି ଓ କଂଗ୍ରେସ କର୍ମୀମାନେ ମିଶି ରାସ୍ତା ଅବରୋଧ କରିଛନ୍ତି।
ସୂଚନା ମୁତାବକ, ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍‌ ଡୁବେନପାଲି ନିକଟରେ ଜିରା ନଦୀ ଉପରେ ତିଆରି ହେଉଥିବା ବିଜୁ ସେତୁଟି ଗତକାଲି ଭୁଶୁଡି ପଡିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲଥିବା ଏହି ସେତିୁ ନିର୍ମାଣ କାର୍ଯ୍ୟରେ ଗତକାଲି ସ୍ଲାବ ପଡୁଥିବାବେଳେ ହଠାତ ଭୁଶୁୁଡି ଯିବାରୁ ୫ଜଣ ଆହତ ହୋଇଥିଲେ। ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀ, ସହକାରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିଳମ୍ବନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe