୪ ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା : ଏସ୍‌ଡିଭିଓ ନିଲମ୍ବିତ

ବଣାଇଁଗଡ : ସୁନ୍ଦରଗଡ଼ର ବଣାଇଁ ଉପଖଣ୍ତ ପ୍ରାଣୀଧନ ଅଧିକାରୀ (ଏସ୍‌ଡିଭିଓ) ଡାକ୍ତର ସରୋଜ କୁମାର ପାଣି କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ନିଜ କାର୍ଯ୍ୟାଳୟରେ ୪ଜଣ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗର ତଦନ୍ତ ରିପୋର୍ଟ ଆଧାରରେ ବିଭାଗୀୟ ଅତିରିକ୍ତ ସଚିବ ଗତକାଲି ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର