ବୁର୍ଲା: ଆଜି ସମ୍ବଲପୁରର ବୁର୍ଲାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦ୍ୱିତୀୟ ପ୍ଲାନେଟାରିୟମକୁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁର୍ଲାଠାରେ ଆୟୋଜିତଏକ ସମାରୋହରେ ଡ. ଏପିଜେ ଅବଦୁଲ କାଲାମ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କକୁ ଲୋକାର୍ପିତ କରିଛନ୍ତି।
ବୁର୍ଲା: ରାଜ୍ୟର ଦ୍ୱିତୀୟ ପ୍ଲାନେଟାରିୟମ ଲୋକାର୍ପିତ
/sambad/media/post_attachments/wp-content/uploads/2017/09/burla-planatarium-inaguration.jpg)