ସଚିବାଳୟ କର୍ମଚାରୀଙ୍କ ମାଗଣାରେ ସ୍ବାବ୍ ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା ସଚିବାଳୟ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ କ୍ୟାପିଟାଲ ହସ୍ପିଟାଲରେ ନିଜର ସ୍ବାବ୍ ପରୀକ୍ଷା କରିପାରିବେ। ଯେଉଁ କର୍ମଚାରୀଙ୍କ କୋଭିଡ୍‌ ଲକ୍ଷଣ ଥିବ ସେମାନେ ଏହି ପରୀକ୍ଷା କରିପାରିବେ। ସଚିବାଳୟ ସଂଘର ସାଧାରଣ ସଂପାଦକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର