ଭୁବନେଶ୍ବର : ନିର୍ମଳ ପ୍ଲସ୍ ପ୍ଲସ୍ ଯୋଜନାରେ ସରକାରୀ ହସ୍ପିଟାଲରେ ସଫେଇ ଓ ପରିମଳ ଓ ସୁରକ୍ଷା ସେବା ଯୋଗାଉଥିବା ସଂସ୍ଥାର ଅବଧିକୁ ଆଉ ୩ ମାସ ବୃଦ୍ଧି କରାଯାଇଛି। ପରବର୍ତୀ ଟେଣ୍ଡର ହେବା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସେବା ଯୋଗାଉଥିବା ସଂସ୍ଥା ପୂବର୍ଭଳି ସେବା ଯୋଗାଇବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଡିଏମ୍ଇଟି ଓ ଓବିସିସି ପରିଚାଳନା ନିର୍ଦେଶକଙ୍କୁ ଚିଠି ଜାରି ହୋଇଛି। ତେବେ ଆସନ୍ତା ୨ମାସ ଭିତରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ତେଣୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।
ନିର୍ମଳ ପ୍ଲସ୍ ପ୍ଲସ୍ ଯୋଜନାରେ ସେବା ଅବଧି ବଢ଼ିଲା
/sambad/media/post_attachments/wp-content/uploads/2022/07/cleaning.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)