ଭୁବନେଶ୍ବର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଶେଷ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳରୁ ବହିଷ୍କୃତ କରିଛନ୍ତି। ଆଜି ଶ୍ରୀ ମେହେରଙ୍କୁ ବହିଷ୍କାର ନେଇ ଦଳ ପକ୍ଷରୁ ପ୍ରେସ୍ ଇସ୍ତାହାରରେ ଜଣାଇ ଦିଆଯାଇଛି।
ଶେଷ କୁମାର ବିଜେଡିରୁ ବହିଷ୍କୃତ
/sambad/media/post_attachments/wp-content/uploads/2019/04/bjd-2.jpg)