ଭୁବନେଶ୍ବର : ବୟନିକାର ପରିଚାଳନା ନିର୍ଦେଶକ ଶ୍ୟାମଭକ୍ତ ମିଶ୍ର ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ର ସଦସ୍ୟ ନିଯୁକ୍ତ ହୋଇଛନ୍ତି। ସର୍ବାଧିକ ୬ବର୍ଷ କିମ୍ବା ତାଙ୍କୁ ୬୨ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବତନ ପ୍ରଶାସକ ନିରଞ୍ଜନ ସାହୁ ଅବସର ନେବା ପରେ ଗୋଟିଏ ସଦସ୍ୟ ପଦବି ଖାଲି ପଡ଼ିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp