ଭୁବନେଶ୍ୱର: ପ୍ରଦୀପ ମହାରଥୀ ରବିବାର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ରମେଶ ମାଝୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ଶଶିଭୂଷଣ ବେହେରାଙ୍କୁ କୃଷି ଓ ମତ୍ସ, ପଶୁପାଳନ ବିଭାଗ ମିଳିଥିବା ବେଳେ ରମେଶ ମାଝୀଙ୍କୁ ପଂଚାୟତିରାଜ ଏବଂ ପାନୀୟଜଳ ଯୋଗାଣ ବିଭାଗ ଦାୟିତ୍ୱ ମିଳିଛି।
ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ଶଶିଭୂଷଣ ବେହେରା ଓ ରମେଶ ମାଝୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ
/sambad/media/post_attachments/wp-content/uploads/2019/01/shasi2.jpg)