ବିଶିଷ୍ଟ ସାହିତ୍ୟିକ ଶତ୍ରୁଘ୍ନ ପାଣ୍ଡବ ‘ମିଶ୍ର ଧ୍ରୁପଦ’ ପାଇଁ ପାଇବେ ‘ଶାରଳା ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଶତ୍ରୁଘ୍ନ ପାଣ୍ଡବଙ୍କୁ ୩୯ତମ ‘ଶାରଳା ପୁରସ୍କାର’ ମିଳିବ। ସେହିଭଳି ସଙ୍ଗୀତ ପାଇଁ ଉମେଶ ଚନ୍ଦ୍ର କର ଓ ଚିତ୍ରକଳା ପାଇଁ ବିନୋଦ ମହରଣା ପୁରସ୍କାର ପାଇବେ। ଇମ୍ପାକ୍ଟ ପକ୍ଷରୁ ଆଗାମୀ ୨୬ ତାରିଖରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶତ୍ରୁଘ୍ନ ପାଣ୍ଡବ ଶାରଳା ପୁରସ୍କାର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର