ଦଶରଥପୁର : ବୈତରଣୀ ନଦୀର ସିଦ୍ଧେଶ୍ବର ଘାଟରୁ ପୁଣି ଏକ ଶିବଲିଙ୍ଗ ଉଦ୍ଧାର ହୋଇଛି। ନିର୍ମାଣ ଚାଲିଥିବା ମେଗା ପ୍ରକଳ୍ପ ପାଇଁ ଜେସିବିରେ ଖନନ ଚାଲିଥିବାବେଳେ ଏହି ଶିବ ଲିଙ୍ଗ ମିଳିଥିଲା। ଏହାକୁ ମନ୍ଦିର ନିକଟରେ ଉଠାଇ ରଖାଯାଇ ଥିବାବେଳେ ପୂଜାର୍ଚ୍ଚନା କରାଯାଇଥିବା ନେଇ ପୂଜକ ଧନେଶ୍ୱର ଦୀକ୍ଷିତ ସୂଚନା ଦେଇଛନ୍ତି।
ସିଦ୍ଧେଶ୍ବର ଘାଟରୁ ପୁଣି ଶିବଲିଙ୍ଗ ଉଦ୍ଧାର
/sambad/media/post_attachments/wp-content/uploads/2021/04/shiva-linga.jpg)