ସଟ୍‌ଡାଉନ୍‌ରେ ଢାବା ଖୋଲା, ଧାନ ସଂଗ୍ରହ ଜାରି ରହିବ

ଭୁବନେଶ୍ବର : ଶନିବାର ଓ ରବିବାର ଦୁଇ ଦିନିଆ ସଟ୍‌ଡାଉନ୍‌ରେ ଧାନ, ଚାଉଳ, ଚିନାବାଦାମ ଓ ଡାଲି ସଂଗ୍ରହ କାର୍ଯ୍ୟ ଜାରି ରହିବ। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହିତ ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟେକ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ କେବଳ ଲୋକଙ୍କୁ ଖାଦ୍ୟ ପାର୍ସଲ ଦେଇପାରିବେ ବୋଲି ସରକାର ଜଣାଇଛନ୍ତି।

ସମ୍ବନ୍ଧିତ ଖବର