ପୁରୀ : ସୋମବାର ଦିନ ସିଦ୍ଧ ମହାବୀରଙ୍କ ଚନ୍ଦନ ବେଶ ଅନୁଷ୍ଠିତ ହୋଇଛି। ଶଙ୍ଖୁଡ଼ି ଭୋଗ ପରେ ସିଦ୍ଧମହାବୀରଙ୍କୁ ଫୁଲରେ ଛାଉଣି କରାଯିବା ପରେ ମାଘସ୍ନାନ, ଜଳଶାୟୀ ନୀତି ବଢ଼ି ଚନ୍ଦନ ଲାଗି ଆରମ୍ଭ ହୋଇଥିଲା। ସିଦ୍ଧ ମହାବୀରଙ୍କ ମୁଖ୍ୟ ପୂଜକ ବିଭୁଧାନନ୍ଦ ମିଶ୍ରଙ୍କ ସୂଚନା ମୁତାବକ, ଅପରାହ୍ଣ ୫ଟାରେ ଚନ୍ଦନ ଲାଗି ସରିବା ପରେ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାବୀରଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିଥିଲେ। ଏହି ଅବସରରେ ରାତିରେ ସୁନ୍ଦରାକାଣ୍ଡ କରାଯାଇଥିଲା।
ସିଦ୍ଧ ମହାବୀରଙ୍କ ଦୁର୍ଲଭ ଚନ୍ଦନ ବେଶ
/sambad/media/post_attachments/wp-content/uploads/2023/05/pp22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)