ସିତାଂଶୁ କର ହେଲେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ

ଭୁବନେଶ୍ୱର : ୧୯୮୩ ବ୍ୟାଚ୍‌ର ଇଣ୍ଡିଆନ୍‌ ଇନ୍‌ଫର୍ମେସନ୍‌ ସର୍ଭିସ୍‌ ଅଧିକାରୀ ସିତାଂଶୁ ରଞ୍ଜନ କର ପ୍ରେସ୍‌ ଇନ୍‌ଫର୍ମେସନ୍‌ ବ୍ୟୁରୋ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ମେ’୧ ତାରିଖରୁ ସେ ପିଆଇବି ଡିଜି ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ ପ୍ରବକ୍ତା ଭାବେ ସେ କାର୍ଯ୍ୟ କରି ଆସୁଛନ୍ତି। ଉମାକାନ୍ତ ମିଶ୍ରଙ୍କ ପରେ ଶ୍ରୀ କର ଦ୍ୱିତୀୟ ଓଡ଼ିଆ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର