ରାନେକେଲା: ରାନେକେଲାର କୁସମୀ ଚାଷଜମିରୁ ୧୦ଫୁଟ ଲମ୍ବ ୧୫ କେଜି ଓଜନର ଏକ ଅଜଗର ସାପ ବନ ବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି। ରାନେକେଲା ଗ୍ରାମର ବରୁନ ମାଝୀ ଜମିକୁ ଔଷଧ ସିଞ୍ଚନ ପାଇଁ ଯାଇଥିବା ସମୟରେ ସାପ ଉପରେ ଗୋଡ଼ ପଡିଯାଇଥିଲା। ଚାଷୀ ସାପକୁ ଧରି ଗାଁକୁ ଆଣି ବନ ବିଭାଗକୁ ଜଣାଇବା ପରେ ସାପକୁ ଉଦ୍ଧାର କରି ଜଙ୍ଗଲ ବିଭାଗ ଗୁଦଗୁଦାରେ ଛାଡି ଦେଇଛନ୍ତି।
ରାନେକେଲାରୁ ୧୦ଫୁଟ ଲମ୍ବ ୧୫ କେଜି ଓଜନର ଅଜଗର ସାପ ଉଦ୍ଧାର
/sambad/media/post_attachments/wp-content/uploads/2020/10/t-212.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)