ଅପରାହ୍ଣ ୩ଟା ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର,: ଚଳିତ ବିଧାନପସଭାର ଦ୍ୱିତୀୟ ଦିବସ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟକେଗାଳ ଯୋଗୁଁ ଗୃହ କାର୍ଯ୍ୟ ଚାଲି ପାରିନାର୍ହି। ଦ୍ୱିତୀୟ ଦିବସ କାର୍ଯ୍ୟ ଆରମ୍ଭରୁ ଚାଷୀଙ୍କ ସମସ୍ୟା ନେଇ ଉଭୟ ଶାସକ ଓ ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରିଛନ୍ତିି।ବାଚସ୍ପତି ଗୃହରେ ଏପରି ଅସ୍ୱାଭାବିକ ପରିସ୍ଥିତିକୁ ଦେଖି ବିଧାନସଭାର କାର୍ଯ୍ୟକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଛନ୍ତି।

ସମ୍ବନ୍ଧିତ ଖବର