ଭୁବନେଶ୍ୱର: ଆଗାମୀ ବଜେଟ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପଞ୍ଚାୟତ ପରେ ପୌର ନିର୍ବାଚନ ହେବ। ତେଣୁ ଏଥର ସଂକ୍ଷିପ୍ତ ବଜେଟ ଆଣିପାରନ୍ତି ରାଜ୍ୟ ସରକାର। ଆଗରୁ ମଧ୍ୟ ପ୍ରାବଧାନ ଅଛି। ତିନି ମାସିଆ ବଜେଟ ଆସିଛି। ତେଣୁ ସେଥିରେ କିଛି ଅସୁବିଧା ନାହିଁ। ତେବେ ବଜେଟ ଅଧିବେଶ କେବେ ବସିବ ସେ ନେଇ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।
ସଂକ୍ଷିପ୍ତ ବଜେଟ ଆଣିପାରନ୍ତି ରାଜ୍ୟ ସରକାର: ବାଚସ୍ପତି
/sambad/media/post_attachments/wp-content/uploads/2020/02/surya-narayan.jpg)