ନୂଆଦିଲ୍ଲୀ: ମଙ୍ଗଳବାର ପୂର୍ବାହ୍ନରେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଏବଂ ତାଙ୍କର ସହଯୋଗୀମାନେ ସୁପ୍ରିମ୍ କୋର୍ଟରେ ସେମାନଙ୍କ ରିପୋର୍ଟ ଦାଖଲ କରିଛନ୍ତି।
ଜଷ୍ଟିସ୍ ଏ କେ ସିକ୍ରି ଏବଂ ଜଷ୍ଟିସ୍ ଏସ୍ ଅବ୍ଦୁଲ୍ ଜମୀରଙ୍କୁ ନେଇ ଗଠିତ ଦୁଇ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଜବାବ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି।
ଏପ୍ରିଲ୍ ୨ ତାରିଖ ଦିନ ମାମଲାର ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।
ଶ୍ରୀମନ୍ଦିର ମାମଲା: ସୁପ୍ରିମ୍ କୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସ୍ କ୍ୟୁରି: ଏପ୍ରିଲ୍ ୨ ତାରିଖରେ ଶୁଣାଣି
/sambad/media/post_attachments/wp-content/uploads/2019/02/supreme-court_9.jpg)