ସମ୍ବଲପୁର: ସମ୍ବଲପୁରର ଆଉ ଜଣେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି।
ସର୍ବ କନିଷ୍ଠ ଭାବେ ସଂସ୍କୃତ ଶ୍ଲୋକ ଗାଇବାରେ ସମ୍ବଲପୁରର ଶ୍ରୀଭାଂଶୀ ଆର୍. ପାଣିଗ୍ରାହୀ ଏହି ସଫଳତା ହାସଲ କରିଛନ୍ତି। ସେ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ସରସ୍ବତୀ ନମସ୍ତୁଭ୍ୟମ୍, ଗାୟତ୍ରୀ ସ୍ତୁତି ସମେତ ୧୭ଟି ଶ୍ଲୋକ ପାଠ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5-29.jpg)