ପୁରୀ: ଆରମ୍ଭ ହେଲା ହେରାପଞ୍ଚମୀ ନୀତି ଶ୍ରୀ ମନ୍ଦିରରୁ ମାଉସୀ ମା ଘର ଅଭିମୁଖେ ବାହାରିଲେ ମହାଲକ୍ଷ୍ମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରରେ ନ ନେଇ ଭାଇ ଭଉଣୀଙ୍କ ସହ ଜଗନ୍ନାଥ ମାଉସୀ ଘରକୁ ଚାଲି ଆସିଥିଲେ, ଏଥି ପାଇଁ ଅଭିମାନିନୀ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ରଥ ଭାଙ୍ଗିବା ପାଇଁ ଶ୍ରୀ ମନ୍ଦିରରୁ ବିମାନ ଯୋଗେ ମାଉସୀ ଘର ଅଭିମୁଖେ ବାହାରିଛନ୍ତି ।
ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି ଆରମ୍ଭ
/sambad/media/post_attachments/wp-content/uploads/2018/07/Hera-Panchami.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)