ବିଧାନସଭାରେ ୨୦୧୮-୧୯ ଆର୍ଥକ ବର୍ଷ ଲାଗି ରାଜ୍ୟ ବଜେଟ୍‌ ଉପସ୍ଥାପିତ

ବିଧାନସଭାରେ ୨୦୧୮-୧୯ ଆର୍ଥକ ବର୍ଷ ଲାଗି ରାଜ୍ୟ ବଜେଟ୍‌ ଉପସ୍ଥାପିତ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟକୁ ଦୁଇ ଭାଗରେ ଉପସ୍ଥାପିତ କରିଛନ୍ତି। ପ୍ରଥମେ କୃଷି ବଜେଟ୍‌ ଓ ପରେ ସାଧାରଣ ବଜେଟ୍‌।

ସମ୍ବନ୍ଧିତ ଖବର