ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ରେ ଶନିବାର ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପୁଲିସ ସେବା ବିଭାଗୀୟ ପଦୋନ୍ନତି କମିଟି ପୂନର୍ଗଠନ ସଂପର୍କରେ ଆଲୋଚନା ହୋଇଛି। ସେହିପରି ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬ରେ ବି ସଂଶୋଧନ ଓ ଯୋଗ୍ୟତା ଭିତ୍ତିରେ ଯୁଗ୍ମ ଶାସନ ସଚିବରୁ ଅତିରିକ୍ତ ଶାସନ ସଚିବ ପଦୋନ୍ନତି ବିଷୟରେ ଆଲୋଚନା ହୋଇଛି।
ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି: ଓଡ଼ିଶା ପୁଲିସ ସେବା ବିଭାଗୀୟ ପଦୋନ୍ନତି କମିଟି ପୂନର୍ଗଠନ
/sambad/media/post_attachments/wp-content/uploads/2018/12/secretariat-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)