ଭୁବନେଶ୍ୱର : ଆସନ୍ତା ୬ ତାରିଖ ଦିନ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ସେଦିନ ଅପରାହ୍ନ ୫ଟା ୪୫ରେ ବସିବା ଲାଗି ସମୟ ସ୍ଥିର ହୋଇଛି। ଏଥିରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍ ଅନୁମୋଦନ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ପାଖାପାଖି ୧ଲକ୍ଷ ୨୦ ହଜାର କୋଟି ଟଙ୍କାର ବଡ଼ ବଜେଟ୍ ସରକାର ପ୍ରସ୍ତୁତ କରିଥିବା ସୂଚନା ମିଳୁଛି।
ମନ୍ତ୍ରୀ ପରିଷଦ ବୈଠକ ୬ରେ
/sambad/media/post_attachments/wp-content/uploads/2018/03/odisha-cabinet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)