ତାମିଲନାଡ଼ୁରେ ୩୬ ନିର୍ଯାତିତ ଶ୍ରମିକଙ୍କୁ ଟ୍ରେନ୍‌ରେ ଆଣୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର : ତାମିଲନାଡ଼ୁରେ ନିର୍ଯାତିତ ୩୬ ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ଘରକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି। ମାଡ୍ରାସ୍‌ର ଉତ୍କଳ ଆସୋସିଏସନ୍ ଓ ତାମିଲନାଡ଼ୁ ସରକାରଙ୍କ ସହାୟତାରେ ଆଜି ଶ୍ରମିକଙ୍କୁ ଏମ୍‌ଏଏସ୍-ଏଚ୍‌ଡବ୍ଲୁଏଚ୍‌ ଚାଲୁଥିବା ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଓଡ଼ିଶା ଫେରାଇ ଅଣାଯିବ। ଶ୍ରମିକମାନେ ଆଜି ଚେନ୍ନାଇରୁ ଭଦ୍ରକ ଅଭିମୁଖେ ଯାତ୍ରା କରିଥିବା ଓଡ଼ିଶା ଶ୍ରମ ବିଭାଗ ଟ୍ବିଟ୍ କରି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର