କେତେ ଟଙ୍କା ଆସିବ, କେତେ ଯିବ

ବିଭିନ୍ନ ଯୋଜନା ପାଇଁ ବ୍ୟୟ ବରାଦ

ଟଙ୍କା ଆସିବ

କେନ୍ଦ୍ରୀୟ ଅନୁଦାନ: ୧୯.୯୮ପ.
ବିଭିନ୍ନ ସଂସ୍ଥାରୁ ଋଣ: ୧୫.୬୮ପ.
ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟ ଜମା: ୦.୭୫ପ.
ରାଜ୍ୟ ନିଜସ୍ବ ଟିକସ: ୨୪.୮୮ପ.
ଋଣ ଓ ଅଗ୍ରୀମ ଆଦାୟ: ୦.୧୧ପ.
ଅଣ ଟିକସ ରାଜସ୍ବ: ୯.୦୫ପ.
ରାଜ୍ୟ ଅଂଶଧନ: ୨୯.୫୫ପ.

ଟଙ୍କା ଯିବ

ପୁଞ୍ଜି ପାଇଁ ବିନିଯୋଗ: ୧୭.୯୩ପ.
ପ୍ରାକୃତିକ ସହାୟତା ପାଣ୍ଠି: ୧.୫୧ପ.
ରାଜ୍ୟ ପାଣ୍ଠିରୁ ସ୍ଥାନାନ୍ତର: ୪.୮୯ପ.
ଋଣ ବାବଦ ସୁଧ: ୪.୯୦ପ.
ଋଣ କିସ୍ତି ପଇଠ: ୪.୨୩ପ.
ଋଣ ବଣ୍ଟନ (ପ୍ରାଶାସନିକ): ୦.୭୫ପ.
ରାଜ୍ୟରୁ ହସ୍ତାନ୍ତର: ୬୫.୮୦ପ.

ବିଭିନ୍ନ ଯୋଜନା ପାଇଁ ବ୍ୟୟ ବରାଦ

୧. କୃଷକମାନଙ୍କ କଲ୍ୟାଣ ଯୋଜନା-କାଳିଆ ୪,୪୬୧ କୋଟି
୨. କୃଷି ଋଣରେ ସୁଧ ରିହାତି ୮୦୦ କୋଟି
୩. ଆମ ଗାଁ ଆମ ବିକାଶ- ପିଠା ୪୦୦ କୋଟି
୪. ଗ୍ରାମୀଣ ଜଳ ଯୋଗାଣ – ବସୁଧା ୨,୯୩୫ କୋଟି
୫. ମଧୁବାବୁ ପେନସନ୍ ଯୋଜନା ୨,୧୨୦ କୋଟି
୬. ମିସନ ଶକ୍ତି ୩୦୧ କୋଟି
୭. ମମତା ୩୦୫ କୋଟି
୮. ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ୮୬୪ କୋଟି
୯. ଗୋପବନ୍ଧୁ ଗ୍ରାମୀଣ ଯୋଜନା ୫୦୦ କୋଟି
୧୦. ବିଜୁ ଯୁବ ବାହିନୀ ୧୦୫ କୋଟି
୧୧. ପାର୍ବତୀ ଗିରି ବୃହତ ଉଠାଜଳସେଚନ ୧,୭୭୭ କୋଟି
୧୨. ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ୧,୪୬୫ କୋଟି
୧୩. ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ୧,୩୦୦ କୋଟି
୧୪. ଟଙ୍କିକିଆ ଚାଉଳ ଯୋଜନା ୧,୦୨୮ କୋଟି
୧୫. ଏସ୍‌ସି/ଏସ୍‌ଟି ଛାତ୍ର ବୃତ୍ତି ୯୫୯ କୋଟି
୧୬. ୩୩/୧୧ କେ.ଭି ସବ-ଷ୍ଟେସନ ୫୩୩ କୋଟି
୧୭. ବିଜୁ ସେତୁ ଯୋଜନା ୫୦୦ କୋଟି
୧୮. ରାଜ୍ୟରେ ରେଳ ପ୍ରକଳ୍ପର ଉନ୍ନତୀକରଣ ୪୧୦ କୋଟି
୧୯. ଉନ୍ନତି ୪୦୧ କୋଟି
୨୦. ଆଡ଼ିବନ୍ଧ ନିର୍ମାଣ ୩୫୭ କୋଟି

ସମ୍ବନ୍ଧିତ ଖବର