ଭୁବନେଶ୍ବର : ତୋଷାଳୀ ଭବନରେ କାର୍ଯ୍ୟରତ କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ରାଜ୍ୟ ସୂଚନା ଆୟୋଗ କାର୍ଯ୍ୟାଳୟକୁ ଆସନ୍ତା ୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। କମିସନରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟକୁ ବନ୍ଦ ରଖିବା ଲାଗି ରାଜ୍ୟ ମୁଖ୍ୟ ସୂଚନା କମିସନ ସୁନୀଲ ମିଶ୍ର ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp